ଯାଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା : ଜାରି ହେଲା ପ୍ରଥମ ସ୍କେଚ୍‌

ଆହୁରି ୪/୫ଟି ଫଟୋ ଜାରି ହେବ, ତଥାପି ହଟୁନି ସସ୍‌ପେନ୍ସ ଭୁବନେଶ୍ବର : ଯାଁଳା ଫାଣ୍ଡି ଭିତରେ ଜବତ ଗାଡ଼ିରେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ଆଜି ପ୍ରଥମ ସ୍କେଚ୍ ଜାରି କରିଛି କମିସନରେଟ ପୁଲିସ। ବେଙ୍ଗାଲୁରୁର ଘରୋଇ ସଂସ୍ଥାରୁ ମୁହଁ ପୁନର୍ଗଠନ(ଫେସ୍ ରିକନଷ୍ଟ୍ରସନ୍)ର ଫଟୋ ପୁଲିସକୁ ମିଳିବା ପରେ ଏହାକୁ ଗଣମାଧ୍ୟମରେ ଜାରି କରାଯାଇଛି। ଏହା ଶତପ୍ରତିଶତ ମହିଳାଙ୍କ ଫଟୋ ନୁହେଁ। କେବଳ ଖପୁରି ଓ କଙ୍କାଳକୁ ଦେଖି … Continue reading ଯାଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା : ଜାରି ହେଲା ପ୍ରଥମ ସ୍କେଚ୍‌